YES BANK ରୁ ଫେରିଲା ଶ୍ରୀମନ୍ଦିରର ଦ୍ୱିତୀୟ ସ୍ଥାୟୀ ଜମା ଟଙ୍କା

0

ଭୁବନେଶ୍ୱର : ଶ୍ରୀମନ୍ଦିରର SBI ଆକାଉଣ୍ଟକୁ ଫେରିଛି ଦ୍ୱିତୀୟ ସ୍ଥାୟୀ ଜମା ଟଙ୍କା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଆକାଉଣ୍ଟକୁ ୧୫୬କୋଟି ଟଙ୍କା ଫେରିଛି । ମୂଳ ୧୫୬କୋଟି ସହ ୪କୋଟିର ସୁଧ ମିଶି ସମୁଦାୟ ୧୬୦କୋଟି ଫେରିଛି । ସୁଧ ସହ ଇ-ଟ୍ରାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଟଙ୍କା ଫେରିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଗତ ୧୯ରେ ୩୯୭କୋଟି ୨୩ଲକ୍ଷ ୨୭ହଜାର ୬୩୬ ଟଙ୍କା ଫେରିଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More