ଆଜି ହେଉଛି ଡ଼ିସେମ୍ବର ୧ : ବିଶ୍ୱ ଏଡ଼ସ ଦିବସ

0

ଭୁବନେଶ୍ୱର : ଡ଼ିସେମ୍ବର ୧ ବିଶ୍ୱ ଏଡସ ଦିବସ I ଏଚ୍ଆଇଭି ଏଡସର ଭୟବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଚଳିତବର୍ଷ ବିଶ୍ୱ ଏଡସ ଦିବସର ବିଷୟବସ୍ତୁ ରହିଛି ‘ଗୋଷ୍ଠୀ ପରିବର୍ତନ ଓ ସଂସ୍କାର ଆଣେ’। ୨୦୧୮ ସୁଦ୍ଧା ବିଶ୍ୱରେ ୩ କୋଟି ୭୯ଲକ୍ଷ ଲୋକ ଏଚ୍ଆଇଭି ଆକ୍ରାନ୍ତ ଥିବା ବେଳେ ଏହି ବର୍ଷ ୧ଲକ୍ଷ ୭୦ ହଜାର ନୂତନ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୯ ହଜାର ୬୬୧ ଜଣ ଏଚ୍‌ଆଇଭି ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୨ ହଜାର ୭୨୯ ଜଣ ହେଉଛନ୍ତି ଗର୍ଭବତୀ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More