ମହିଳା ଟି-୨୦ ବିଶ୍ୱକପ୍‌ : ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

0

ଭୁବନେଶ୍ୱର : ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଠାରେ ଭାରତ – ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ରେ ଆଜି ନ୍ୟୁଜିଲାଣ୍ଡକୁ ଶେଷ ବଲ୍‌ରେ ହରାଇ ସେମିରେ ପ୍ରବେଶ କରିଛି ଭାରତ I ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୩ ରନ୍ କରିପାରିଥିଲା I ୧୩୪ ରନର ବିଜୟଲକ୍ଷକୁ ପିଛା କରି ନ୍ୟୁଜିଲ୍ୟାଣ୍ଡକୁ ୨୦ ଓଭରରେ ୬ ୱିକେଟରେ ୧୨୯ ରନ୍ କରିବାରେ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More