ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା |

0

ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା | ଦେଶ ତଥା ରାଜ୍ୟର ଜଣେ ସମାଜସେବକ ତଥା ଯୁବ ସମାଜକୁ ସତ ଶିକ୍ଷା ଦେଇ ଆପଣ ଯୁବ ସମାଜ ପାଇଁ ଜଣେ ଆଦର୍ଶ ଗୁରୁ | ଯୁବପିଢ଼ି କିପରି ରୋଜଗାରକ୍ଷମ ହେବେ ଆପଣଙ୍କର ସଦାସର୍ବଦା ଚେଷ୍ଟା | ପ୍ରଭୁ ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ | ଏହା ତାଙ୍କ ନିକଟରେ ଆମର ପ୍ରାଥନା |

 

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More