ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା | ଦେଶ ତଥା ରାଜ୍ୟର ଜଣେ ସମାଜସେବକ ତଥା ଯୁବ ସମାଜକୁ ସତ ଶିକ୍ଷା ଦେଇ ଆପଣ ଯୁବ ସମାଜ ପାଇଁ ଜଣେ ଆଦର୍ଶ ଗୁରୁ | ଯୁବପିଢ଼ି କିପରି ରୋଜଗାରକ୍ଷମ ହେବେ ଆପଣଙ୍କର ସଦାସର୍ବଦା ଚେଷ୍ଟା | ପ୍ରଭୁ ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ | ଏହା ତାଙ୍କ ନିକଟରେ ଆମର ପ୍ରାଥନା |