ଦୀପାବଳି କାହିଁକି ପାଳନ କରାଯାଏ ..?

0

ଭୁବନେଶ୍ୱର : ଭଗବାନ ରାମଚନ୍ଦ୍ର ଲଙ୍କାରୁ ବିଜୟଲାଭ କରି ଅଯୋଧ୍ୟାକୁ ଫେରିଥିଲେ ଦୀପାବଳି ଦିନ I ଅଯୋଧ୍ୟାବାସି ରାମଙ୍କ ସ୍ୱାଗତ ପାଇଁ ପୁରା ଅଯୋଧ୍ୟାକୁ ଆଲୋକମୟ କରିଥିଲେ ଓ ସେହି ଦିନ ପୁରା ଅଯୋଧ୍ୟା ଉଶ୍ଚବମୂଖର ହୋଇ ଉଠିଥିଲା I ସେଥିପାଇଁ କାର୍ତ୍ତିକ ମାସ କୃଷ୍ନପକ୍ଷ ଦିନ ଦୀପାବଳି ପାଳନ ହୋଇଆସୁଛି I ହେଲେ ଅନ୍ୟ ଏକ ପୁରାଣରୁ ଯଣାଯେଏଯେ , ସତ୍ୟ ଯୁଗରୁ ଦୀପାବଳି ପାଳନ ହୋଇଆସୁଛି I ଭଗବାନ ବିଷ୍ଣୁ ଏହି ଦିନ ବାଳୀ ରାଜାଙ୍କୁ ଦେଇଥିବା ବଚନ ଅନୁସାରେ ପାତାଳ ଲୋକରେ ବିରାଜମାନ କରିଥାନ୍ତି I ସମଗ୍ର ସୃଷ୍ଟିର ସଂଚାଳନ ମା’ ଲକ୍ଷ୍ମୀଙ୍କ ହାତରେ ଥାଏ I ତେଣୁ ଦୀପାବଳିରେ ମାତା ସୀତାଙ୍କୁ ଲକ୍ଷ୍ମୀ ସ୍ୱରୂପ ମାନି ପୂଜା କରାଯାଇଥାଏ I ଏହି କିଛି ରହସ୍ୟ ରହିଛି ଦୀପାବଳୀକୁ ନେଇ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More