ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ର ନୂଆ ସିଇଓ ଭାବେ ଦାୟିତ୍ୱ ନେଲେ ଭାରତୀୟ ନାଗରିକ ଅନିଲ ସୋନୀ । ନିଲ ସୋନୀ ଜାନୁଆରୀ ୧ରୁ ନିଜ କାର୍ଯ୍ୟଭାର ଗ୍ରହଣ କରିବେ ।ଅନିଲଙ୍କୁ ୨୦୨୩ ଯାଏଁ ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ନିଯୁକ୍ତି ସହ ବୈଶ୍ୱିକ ଫଣ୍ଡ୍ ସଂଗ୍ରହ ବାବଦରେ ମଧ୍ୟ ଘୋଷଣା କରିଛି । ସଂଗଠନ ୨୦୨୩ ସୁଦ୍ଧା ୧ ବିଲିୟନ ଡଲାରର ଚାନ୍ଦା ପ୍ରାପ୍ତ କରିବା ନେଇ ଲକ୍ଷ୍ୟ ରଖିଛି ।