ଅନିଲ ସୋନୀ WHOର ନୂଆ ସିଇଓ ଭାବେ ନିଯୁକ୍ତ

0

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ର ନୂଆ ସିଇଓ ଭାବେ ଦାୟିତ୍ୱ ନେଲେ ଭାରତୀୟ ନାଗରିକ ଅନିଲ ସୋନୀ । ନିଲ ସୋନୀ ଜାନୁଆରୀ ୧ରୁ ନିଜ କାର୍ଯ୍ୟଭାର ଗ୍ରହଣ କରିବେ ।ଅନିଲଙ୍କୁ ୨୦୨୩ ଯାଏଁ ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ନିଯୁକ୍ତି ସହ ବୈଶ୍ୱିକ ଫଣ୍ଡ୍ ସଂଗ୍ରହ ବାବଦରେ ମଧ୍ୟ ଘୋଷଣା କରିଛି । ସଂଗଠନ ୨୦୨୩ ସୁଦ୍ଧା ୧ ବିଲିୟନ ଡଲାରର ଚାନ୍ଦା ପ୍ରାପ୍ତ କରିବା ନେଇ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More