କେଜ୍ରିୱାଲଙ୍କ କ୍ରେଜ : ଦିଲ୍ଲୀରେ ଛାଡକଲେ ବକେୟା ପାଣି ବିଲ

0

ଦିଲ୍ଲୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ବଡ ଖୁସିଖବର ଘୋଷଣା କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ବାକି ରହିଥିବା ପାଣି ବିଲ୍‌ରୁ ମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି । ଯେଉଁମାନଙ୍କ ଘରେ ପାଣି ମିଟର ଲାଗିଥିବ, ସେମାନେ ଆଉ ବକେୟା ପାଣି ବିଲ ପୈଠ କରିବା ଦରକାର ନାହିଁ । ଏହି ବିଲ ଛାଡ ହେବା ଫଳରେ ୧୦.୫ଲକ୍ଷ ଲୋକ ଉପକୃତ ହେବେବୋଲି ଜଣାପଡିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More