୨,୦୩୫ଟି ୱାର୍ଡରେ ୱାର୍ଡ ଅଫିସ ଖୋଲାଯିବ : ମୁଖ୍ୟମନ୍ତ୍ରୀ

0

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନେକ ଉର୍ଣ୍ଣୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସମସ୍ତ ୱାର୍ଡ ସମେତ ରାଜ୍ୟର ସହରାଞ୍ଚଳର ସମସ୍ତ ୨୦୩୫ ୱାର୍ଡରେ ୱାର୍ଡ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାସହିତ ଫୋନି କ୍ଷତିଗ୍ରସ୍ତ ପୁରୀର ଖୁଦ୍ର ବ୍ୟବସାୟୀଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ, ୪୮ଘଣ୍ଟାରେ ବିଲଡିଂ ପ୍ଲାନ ଅନୁମୋଦନ, ଅନଲାଇନ ବିଭାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଭଳି ଅନେକ ଜନହିତକର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୫ଟି’ର ନୀତିକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More