ଆଜି ସାରା ଦେଶାରେ ପାଳିତ ହେଉଛି ବିଜୟ ଦିବସ

0

ଆଜି ହେଉଛି ଡ଼ିସେମ୍ବର ୧୬ ତାରିଖ I ପ୍ରତିବର୍ଷ ୧୬ ଡିସେମ୍ବରରେ ଏହି ଦିନକୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଏ । କାରଣ ୧୯୭୧ମସିହା ଏହି ଦିନରେ ହିଁ ଭାରତ-ପାକ୍‍ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ବିଜୟ ହାସଲ କରିଥିଲା । ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି । ପାକ୍ ଯୁଦ୍ଧର ୫୦ ବର୍ଷ ପାଳନ କରୁଛି ଦେଶ I ସାରା ଦେଶରେ ଏ ନେଇ ବିଭିନ୍ନ ସ୍ମରଣୀୟ କାର୍ଯ୍ୟକ୍ରମ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ, ସିଡିଏସ ଏବଂ ତିନି ସେନାର ମୁଖ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱର୍ଣ୍ଣିମ ବିଜୟ ମଶାଲରେ ଅଗ୍ନି ସଂଯୋଗ କରିବେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More