ବାତ୍ୟା ବୁଲବୁଲ୍ ର ପ୍ରଭାବ ବିଷୟରେ ଭିଡିଓ କନଫରେନ୍ସ ଜରିଆରେ ଓଡିଶା ଓ ପଶ୍ଚିମ ବଙ୍ଗ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

0

ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଓଡିଶା ଓ ପଶ୍ଚିମ ବଙ୍ଗ ସହ ଆଲୋଚନା କଲେ । ବାତ୍ୟା ବୁଲବୁଲ୍ ର କଣ ପ୍ରଭାବ ରହିଛି । ଆଜି ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡା ଓ ଜଗତସିଂହପୁର ପ୍ରଭାବିତ ହୋଇଛି । ୬ଟି ବ୍ଲକ ରେ ଅଧିକ ବର୍ଷା ହୋଇଛି । ଭଦ୍ରକ ଧାମରାରେ ୧୧୦ କିମି ବେଗରେ ପବନ ବହୁଥିବା ସୂଚନା । ସନ୍ଧ୍ୟା ସୁଧା ରୋଡ ସଫା କରିବା ପାଇଁ ଟାର୍ଗେଟ ରଖାଯାଇଛି । ୬ଲକ୍ଷ ହେକ୍ଟର ଚାଷଜମି ରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିବା ସୂଚନା । କେନ୍ଦ୍ରୀୟ ଟିମ ଆଡଭାନ୍ସ ଟିମ ପଠାଇ ତଦନ୍ତ କରିବା ପାଇଁ କହିବୁ । ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆସିବା ପରେ ରିପୋର୍ଟ ଦିଆଯିବ । ୨୪୧୬ ଜଣଙ୍କୁ ସ୍ତାନାନ୍ତରଣ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More