ଉପଭୋକ୍ତା ମହାସଂଘ ସଭାପତି ନେଲେ Booster Dose

0

ଭୁବନେଶ୍ୱର : ଆଜି Omicron କବଳରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଦ୍ଵାରା ପ୍ରସ୍ତାବିତ Booster Dose ଟିକା ଗତକାଲିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି | ଆଜି ବିଶିଷ୍ଟ ଶ୍ରମିକ ନେତା ତଥା ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥି Apollo ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ସହିତ Booster Dose ନେଇଛନ୍ତି | ଏହି ସଂକ୍ରାନ୍ତରେ ସମସ୍ତ ବୟସ୍କ ଲୋକ ମାନଙ୍କୁ ଏହି Booster ଟିକା ନେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି | ଏହି ମହାମାରୀର ମୁକାବିଲା ପାଇଁ ସମସ୍ତ ସରକାରଙ୍କର Covid ନିୟମ ମାନିବା ଉଚ୍ଚିତ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More