ଜାନୁଆରୀ ୨୦୧୯ ରୁ ଟିଭି ଦେଖିବାରେ ଲାଗିବ କଟକଣା : ଲାଗୁହେବ ନୁଆ ନିୟମ

0

ଯେପରି କି ଆପଣ ଜାଣିଛନ୍ତି ୨୦୧୮ ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ହିଁ ବାକି ରହିଛି I ତେବେ ଆଗାମୀ ୧ ଜାନୁୟାରୀ ୨୦୧୯ ରୁ ଟିଭି ଦେଖିବା ମହଂଗା ପଡିବ I ଏହି ନୂତନ ବର୍ଷ ରୁ ଟିଭି ଜଗତ ରେ ଅନେକ କିଛି ପରିବର୍ତନ ମଧ୍ୟ ହେବାକୁ ଯାଉଛି I ଯାହା ର ସିଧା ପ୍ରଭାବ ଟିଭି ଉପଭୋକ୍ତା ଙ୍କ ଉପରେ ପଡିବ I ଯାହା ଦ୍ୱାରା କି DTH ର ମାସିକ ଖର୍ଚ୍ଚ ବଢିବ I
ଏକ ଜାନୁୟାରୀ ରୁ ପ୍ରତୋକ ଚାନେଲ କୁ MRP ରେ କିଣିବାକୁ ପଡିବ କିମ୍ଭା କୌଣସି ଗ୍ରୁପ ର ଚାନେଲ ହିଁ କିଣିପାରିବେ , ଉଦାହରଣ ଯେପରି ଷ୍ଟାର ଇଣ୍ଡିଆ ସହ ଜଡିତ ସବୁ 13 ଗୋଟି ଚାନେଲ ଯାହା କି 49 ଟଙ୍କା ର ହେଇଥାଏ I ସୂଚନା ମୁତାବିକ ଟିଭି ଚାନେଲ ପାଁଇ ଟେଲିଭିଜନ ଅଥରିଟି ଅଫ ଇଣ୍ଡିଆ ଏହା ଜାରି କରିଛି ଯାହା ଦ୍ୱାରା କି DTH ର ମାସିକ ବିଲ ଯାହା କି 200-250 ଟଙ୍କା ଆସୁଥିଲା ତାହା 350-400 ଟଙ୍କା ହେଇଯିବ I ଏବଂ ଏହି ୧ ଜାନୁୟାରୀ ରୁ ଉପରୋକ୍ତ ରିଜିଓନାଲ ଚାନେଲ 420-450 ଟଙ୍କା ମାସିକ ହେଇଯିବ I ଯଦି ଆପଣ ପ୍ରିମିୟମ , HD ଓ ସ୍ପୋର୍ଟ୍ସ ଆଦି ର ବ୍ୟବହାର କରୁଛନ୍ତି ତେବେ 600 ଟଙ୍କା ଦେବାକୁ ହେବ I
DTH ରେ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ 100 ଚାନେଲ ମାଗଣା ମିଳୁଥିଲା ଏପରି କିଛି ଚାନେଲ ଯାହା ଦେୟ ମୁକ୍ତ ରହୁଥିଲା କିନ୍ତୁ 1 ଜାନୁୟାରୀ ପରେ ଆପଣ ଙ୍କୁ 130 ଟଙ୍କା ଦେବାକୁ ହେବ ଯାହା ଦ୍ୱାରା ଡ଼ିସକଭରୀ ,ବିଗ ମ୍ୟାଜିକ , ଜି ଅନମୋଲ , ବିନ୍ଦାସ , ରିସତେ, ସୋନି ପ୍ଲସ , ସୋନି ମ୍ୟାକ୍ସ 2 , ଜି ଆକ୍ସନ , ଜି ଅନମୋଲ ସିନେମା , ନ୍ୟୁଜ 18 ଇଣ୍ଡିଆ ,ଆଜ ତକ ,ସୋନି ମିକସ ଜିଁଡେଜି ବିଏଚ 1 , ଡ଼ିସକଭରୀ ସାଇନ୍ସ ଆଦି ଚାନେଲ ଗୁଡିକ ର ମୂଲ୍ୟ ରେ ବୃଦ୍ଧି ଦେଖିବାକୁ ମିଳିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More