ଏଚ-୧ ବି.ଭିସା ର ପରିବର୍ତନ ହେବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲଡୋ ଟ୍ରମ୍ପ ମତପୋଷଣ କରିଛନ୍ତି I

0

ଆମେରିକାରେ କାର୍ଯ୍ୟ କରୁଥିବା ବାହାର ଦେଶର ଉଚ୍ଚଶିକ୍ଷିତ ନାଗରିକଙ୍କ ପାଇଁ ଖୁସିର ଖବର I ଗତ ଶୁକ୍ରବାର ଦିନ ଆମେରିକାର ଶିଳ୍ପପତି ତଥା ବ୍ୟବସାୟୀ ପ୍ରତିନିଧିମାନେ ନିଜର ବ୍ୟବସାୟ ପରିଚାଳନା ପାଇଁ ବାହାର ଦେଶର ଉଚ୍ଚଶିକ୍ଷିତ ନାଗରିକଙ୍କର ଜରୁରୀ ଆଵଶ୍ୟକତା ଥିବା ବିଷୟ ଜଣାଇଲାପରେ ଆମେରିକାର ରାଷ୍ଟ୍ରପତି ଡୋନାଲଡୋ ଟ୍ରମ୍ପ ଏଚ-୧ ବି.ଭିସାରେ ପରିବର୍ତନ ଆଣିବାକୁ ସେମାନଙ୍କୁ ପ୍ରତିଶୃତି ଦେଇଛନ୍ତି I ଟ୍ରମ୍ପ ଟୁଇଟ କରି କହିଛନ୍ତିଯେ ଦକ୍ଷ ଓ ପ୍ରତିଭାବାନ ବ୍ୟକ୍ତିଙ୍କୁ ଆମେରିକାରେ ଜୀବିକା ଧାରଣଲାଗି ପ୍ରୋତ୍ସାନ ଦିଆଯିବ I ଏଠି ପାଇଁ ଦରକାର ପଡିଲେ ଏଚ-୧ ବି.ଭିସାରେ ଟ୍ରମ୍ପ ସରକାର ସରଳତା ଆଣିବେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More