ଭାରତୀୟ ସଂସ୍କୃତିକୁ ଆପଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡୋ ଟ୍ରମ୍ପ

0

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସ ଏବେ ମହାମାରୀର ରୂପ ନେଇଛି I ଏହାର କୋକୁଆ ଭୟ ଦୁନିଆରେ ଏଭଳି ବ୍ୟାପିଛି ଯେ ଲୋକମାନେ ଭାରତୀୟ ସଂସ୍କୃତିକୁ ଆପଣାଉଛନ୍ତି । ରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ଆୟରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହିତ ହାତ ନମିଳାଇ ନମସ୍କାର ଜଣାଇ ସ୍ୱାଗତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି I ଦୁଇ ଦେଶର ଏହି ଦୁଇ ନେତା କହିଛନ୍ତି, ବର୍ତ୍ତମାନ ସମୟରେ କରୋନା ଭୂତାଣୁର ବ୍ୟାପକତାକୁ ଦୃଷ୍ଟିରେ ରଖି ‘ନମସ୍ତେ’ ଜଣାଇବା ସବୁଠାରୁ ଉପଯୁକ୍ତ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More