ଆରଟିଓ କର୍ମଚାରୀଙ୍କୁ ଚାପିଦେଲା ଟ୍ରକ : ଅଘଟଣ ଘଟିଛି କେନ୍ଦୁଝରରେ , ଘଟଣାସ୍ଥଳରେ କର୍ମଚାରୀଙ୍କ ମୁର୍ତ୍ୟୁ

0

କେଉଁଝର ଦେଇ ବେଆଇନ ଭାବେ ବିଭିର୍ନ ଚୋରା ମାଲ ଚାଲଣ କରୁଥିବା ବଡ଼ ବଡ ଟ୍ରକ ଗୁଡିକୁ ଧରିବା ପାଇଁ କେଉଁଝର ଆରଟିଓ ଙ୍କ ତରଫରୁ ବିଭିର୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥଲାବେଳେ ତାକୁ ବେଖାତିର କରି ଚୋର ଚାଲାଣ କାରୀମାନେ ଆରଟିଓ କର୍ମଚାରୀଙ୍କ ଉପରେ ଜାଣିଶୁଣି ଟ୍ରକ ଚପେଇଦେଇ ଫେରାର ହୋଇଥିବା ଘଟଣା କେଉଁଝରରେ ଚହଳ ସୃଷ୍ଟି କରିଛି I ଏହି ଦୁର୍ଘଟଣା କରିଥିବା ଟ୍ରକ ଟି ମଧ୍ୟ ଫେରାର ହୋଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More