Browsing Tag

slidr

ଦିଲ୍ଲୀପ ପଣ୍ଡା କଂଗ୍ରେସ ବିଜେପୁର ପ୍ରାର୍ଥୀ : ୯ଜଣ ନେତାଙ୍କୁ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର : ନୂଆ ମୁହଁ ଦେଇଛି କଂଗ୍ରେସ । ବିଜେଡି -ବିଜେପିକୁ ପଛରେ ପକାଇ କଂଗ୍ରେସ ବିଜେପୁର ପାଇଁ ପ୍ରାଥୀ ଘୋଷଣା କରିଛି । ପ୍ରାର୍ଥୀ ଚୟନ କୁ ନେଇ ବିଜେଡି ବିଜେପିରେ ମଧ୍ୟରେ ତର୍ଜମା ଚାଲିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଫାଷ୍ଟ ହୋଇଯାଇଛି । ଦଳ ଆଗାମୀ ଉପନିର୍ବାଚନ ପାଇଁ…

କ୍ୟାପିଟାଲ ହସ୍ପିଟାଲରେ ଡ଼ିସପ୍ଲେ LED ବୋର୍ଡ଼ ଉଦଘାଟିତ

ଆଜି କ୍ୟାପିଟାଲ ହସ୍ପିଟାଲରେ ଡ଼ିସପ୍ଲେ LED ବୋର୍ଡ଼ ଉଦଘାଟିତ ହୋଇଛି I ଏହାର ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ I କେଉଁ ଦିନ କେଉଁ ସେବା ଯୋଗାଇଆ ଦିଆଯିବ ତାହାର ସୂଚନା ମିଳିବ I ଉପସ୍ଥିତ ଥିବା ଡାକ୍ତର ଓ ଡାକ୍ତରଙ୍କ ନମ୍ବର ଡ଼ିସପ୍ଲେ କରାଯିବ I ସ୍ଟକ ମେଡ଼ିସିନ ଓ…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର

ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର I ମାନସିକ ପୁରାଣ ପାଇଁ ବିଭିର୍ନ ଶୈବ ପୀଠକୁ କଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଛି I କଟକ ମହାନଦୀର ଗଡଗଡିଆ ଘାଟରୁ ପବିତ୍ର ଜଳକୁ କଳସି ଭାରରେ ଭରି ବାହୁଙ୍ଗାକୁ କାନ୍ଧରେ ବୋହି ହଜାର ହାଜର ସଂଖ୍ୟାରେ କୁଡ଼ିଆ ସେମାନଙ୍କ ଶ୍ରାବଣ ଯାତ୍ରା ଆରମ୍ଭ…

ଓଡ଼ିଶାରେ ୧୯ ପାଇଁ ମଞ୍ଜି ପୋତିଲେ କେଜ୍ରିୱାଲ ..

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଖି ଏବେ ଓଡିଶା ଉପରେ I ଓଡ଼ିଶାରେ ତାଙ୍କ ଦଳ ଆମ ଆଦମୀ ପାର୍ଟି କିପରି ସଂଗଠିତ ହେବ , ସେ ଚିନ୍ତା ଏବେ ଘାରିଛି କେଜରିୱାଲଙ୍କୁ I ଏଥି ପାଇଁ ଶ୍ରୀକାନ୍ତଙ୍କୁ ମାଧ୍ୟମ କରିଛନ୍ତି କେଜ୍ରିୱାଲ I କେଜ୍ରିୱାଲଙ୍କ ଟାର୍ଗେଟରେ ଉଭୟେ ମୋଦି ଓ

ଲୋକଙ୍କ ନେତା ରବୀନ୍ଦ୍ର : ମିଳିଲା ଶ୍ରେଷ୍ଠ ସାଂସଦ ସମ୍ମାନ

ଲୋକଙ୍କ ନେତା ସାଂସଦ ରବୀନ୍ଦ୍ର ଜେନା I ସଂସଦରେ ଶତକଡା ୯୬% ପ୍ରତିଶତ ଉପସ୍ଥିତ ରହିବ , ଲୋକଙ୍କ ବିଭିର୍ନ ସମସ୍ୟାର ସଂସଦରେ ୪୯୯ଟି ପ୍ରଶ୍ନ ପଚାରି ସମାଧାନର ବାଟ କାଢ଼ିବା , ୧୭ଟି ବିଧାୟକ ଆଲୋଚନାରେ ଭାଗ ନେଇ ନିଜର ମତ ରଖିବା , ପ୍ରାଇଭେଟ ମେମ୍ବର ବିଲରେ ଅଁଶ ଗ୍ରହଣ କରିବା , ବାଲେଶ୍ୱରର

ଛୋଟ କଥାରେ ବନ୍ଦୀ ହେଉଛନ୍ତି ବଡ ଠାକୁର : ନିରାଶ ଭକ୍ତ

ଜଗତର ନାଥ ଜଗନ୍ନାଥ ଏବେ ଅସହାୟ I ଛୋଟ ଛୋଟ କଥାରେ ସେ ବନ୍ଦୀ ହେଇଯାଉଛନ୍ତି I ଲକ୍ଷ ଲକ୍ଷ ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀ ଛୁଟି ଆସି ନିରାଶ ହେଉଛନ୍ତି I ଉପବାସରେ ରହୁଛନ୍ତି ସାରା ବିଶ୍ୱକୁ ଅର୍ନା ଯୋଗାଉଥିବା ଜଗନ୍ନାଥ I ଲାଗୁଚି ଯେମିତି ଜଗନ୍ନାଥଙ୍କ ଇଛାରେ ନୁହେଁ ,

ଅସିତ କୁମାର ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ନିଯୁକ୍ତ

ଉନ୍ନୟନ କମିଶନର ଥିବା ଆରବାଲକ୍ରିଶ୍ନନ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ଘରୋଇ ବିଭାଗ ଶାସନ ସଚିବ  ଅସିତ କୁମାର ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । । ଶ୍ରୀ…

ମଦ ପାଇଁ ବେଦୀରୁ ବିଦାହେଲେ ମଦୁଆ ବର

ମଦ ଯୋଗୁଁ ଶିଶୁପାଳ ହେଲା ବର । ଏପରି ଅଭାବନୀୟ ଘଟଣା ଘଟିଛି ଷ୍ଟିଲ ସିଟି ରାଉଲକେଲାରେ । ନିଶାରେ ମାତାଲ ହୋଇ ବରଯାତ୍ରୀଙ୍କ ସହ ଖୋଦ ବର କନ୍ୟାଘର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ବିବାହ ମଣ୍ଡପକୁ ରଣକ୍ଷତ୍ର କରିଥିଲେ । ଏନେଇ ଝିଅ ଘର ଥାନାରେ ଏତଲା ଦେଇଥିଲେ । ଶେଷରେ ଝିଅ…

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More