Browsing Tag

slidere

ଯାଜପୁର ନେଳିପୁରରେ ଉଦଘାଟିତ ହେଲା ଭାବଗ୍ରାହି ଚିକିତ୍ସାଳୟ

ଭୁବନେଶ୍ୱର : କଥା କମ କାମ ଅଧିକ । ଏହି ନୀତିରେ ଆଜକୁ ୧୯ବର୍ଷ ଧରି ଓଡ଼ିଶାରେ ଚାଲିଛି ବିଜୁ ଜନତା ଦଳ ସରକାର । ବିଜୁ ଜନତା ଦଳର ସୁପ୍ରିମୋ ଯେତେବେଳେ ଯାହା କହନ୍ତି ତାହାକୁ ଅକ୍ଷର ଅକ୍ଷର ପାଳନ କରନ୍ତି । ଯେଉଁଥି ପାଇଁ ୫ଥର ମୁଖ୍ୟମନ୍ତ୍ରୀ ଆସନରେ ଓଡ଼ିଶାବାସୀ ତାଙ୍କୁ ବସାଇଛନ୍ତି ।…

ଦାମଙ୍କ ଅସଲ ଚେହେରାକୁ ପଦାକୁ ଆଣିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର: ଦାମ ବି ଦେଲେ କଡ଼ା ଜବାବ

ପାରଦୀପ ବିଧାୟକ ଦାମୋଦର ରାଉତ ତୁଣ୍ଡ ପାଇଁ ଦଣ୍ଡ ପାଇବା ପରେ ବି ଚୁପ ରହୁନାହାନ୍ତି । କେତେବେଳେ ସେ କଣ କହୁଛନ୍ତି ନିଜେ ବି ଜାଣିପାରୁନାହାନ୍ତି । ଲଗାତର ଭାବେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେଡ଼ି ଏବେ ଦାମବାବୁଙ୍କ ଅସଲ ଚେହେରା ପଦାକୁ ଆଣିଚନ୍ତି । ସମବାୟ ମନ୍ତ୍ରୀ…

ବିଜେପୁରର ଗୋଳିଆ ରାଜନୀତି : କିଏ ପାଇବ ଫାଇଦା ?

ବିଜେପୁର ଉପ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ବିଜେପୁର ରାଜନୀତି ସରଗରମ ହୋଇଛି । ସ୍ୱର୍ଗତ ସବୁଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରରେ ଉପ ନିର୍ବାଚନ ହେବାକୁ ଯାଉଛି । ନିର୍ବାର୍ଚନୁ ନେଇ ,ଉଭୟ ବିଜେଡି ଓ ବିଜେପି ବିଜେପୁର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରୁ ସେମାନଙ୍କ…

୧୧୩ରେ ଭାରତ ଅଲଆଉଟ

ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡ଼ିୟମିରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମାତ୍ର ୧୧୩ ରନରେ ଭାରତ ଅଲଆଉଟ ହୋଇଛି । ୩ଟି ମ୍ୟାଚ ଶୃଙ୍ଖଳେରେ ପ୍ରଥମ ଦିନିକିଆରେ ଶ୍ରୀଲାଙ୍କା ପ୍ରଥମେ ଟସ ଜିଣି ବୋଲିଂ କରିବାକୁ ନିଶ୍ପତି ନେଇଥିଲା । ଭାରତ ୩୮.୨ ଓଭରରେ…

ପଞ୍ଜାବରେ ହିନ୍ଦୁ ନେତାଙ୍କ ହତ୍ୟା ପଛରେ ଅଛି ପାକିସ୍ତାନ

ପଞ୍ଜାବରେ ହିନ୍ଦୁ ସଂଗଠନର ନେତାମାନଙ୍କ ହତ୍ୟା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି ବୋଲି ପୁଲିସ୍ ପକ୍ଷରୁ ଦାବି କରାଯାଇଛି । ପଞ୍ଜାବରେ ହିନ୍ଦୁ ନେତାଙ୍କ ହତ୍ୟାକାଣ୍ଡରେ ପଞ୍ଜାବ ପୁଲିସ୍ ଏକ ସ୍ଥାନୀୟ ଗ୍ୟାଙ୍ଗକୁ ଦାୟୀ କରିଛି । ଏହି ଗ୍ୟାଙ୍ଗର ସଦସ୍ୟ ଜେଲରେ ଥାଇ…

ବୈଜୟନ୍ତ କରିବେ କଣ – ଭେଙ୍କେୟା ନା ଗୋପାଳ ?

ଏନଡିିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କୁ ଘୋଷଣା କରିବା ପରେ ସଙ୍ଗେସଙ୍ଗେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା  ଟ୍ୱିଟ୍ କରି ଭେଙ୍କେୟା ନାଇଡୁଙ୍କୁ ଏନଡିଏ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଥିବାରୁ ସେ ବହୁତ ଖୁସି ବୋଲି କହିଥିଲେ । ଏହାସହ ଭେଙ୍କେୟା ନାଇଡୁଙ୍କୁ ସେ…

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More