ଆଜି T-20 ସିରିଜ୍ ର ଦ୍ୱିତୀୟ ଦିନ : ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

0

ଭୁବନେଶ୍ୱର : ଆଜି ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ୨ୟ T-20 ମ୍ୟାଚ I ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ ରହିଛି I ପ୍ରଥମ ମ୍ୟାଚ୍‌ ଜିତିଥିବା ଭାରତ ପାଇଁ ଏହି ମ୍ୟାଚ୍‌ ଜିତି ସିରିଜ କୁ କବ୍ଜା କରିବାକୁ ସୁଯୋଗ ଆଣିଛି । ସେହିପରି ଅଷ୍ଟ୍ରେଲିଆ ପାଇଁ ଆଜିର ମୁଟ ଟି କର ବା ମର ପରିସ୍ଥିତି ସୃଷ୍ଟି କରିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More