ଭୁବନେଶ୍ୱର : ଆଜି ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ୨ୟ T-20 ମ୍ୟାଚ I ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ ରହିଛି I ପ୍ରଥମ ମ୍ୟାଚ୍ ଜିତିଥିବା ଭାରତ ପାଇଁ ଏହି ମ୍ୟାଚ୍ ଜିତି ସିରିଜ କୁ କବ୍ଜା କରିବାକୁ ସୁଯୋଗ ଆଣିଛି । ସେହିପରି ଅଷ୍ଟ୍ରେଲିଆ ପାଇଁ ଆଜିର ମୁଟ ଟି କର ବା ମର ପରିସ୍ଥିତି ସୃଷ୍ଟି କରିଛି I