ଫେରିଲା ସ୍ବାଇନ ଫ୍ଲୁ

0

ଭୁବନେଶ୍ବର: ୨ ବର୍ଷ ବ୍ୟବଧାନରେ ରାଜ୍ୟକୁ ପୁଣି ଫେରିଲା ସ୍ବାଇନ ଫ୍ଲୁ। ରାଜଧାନୀରେ ୨ଜଣ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସ୍ବାଇନ ଫ୍ଲୁ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ଜଣାପଡ଼ିଛି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୯ରେ ରାଜ୍ୟରେ ପ୍ରଥମ ସ୍ବାଇନ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More