କାଲି ସରୁଛି ଲକ ଡାଉନ ଅବଧି : ଆଜି ଅପରାହ୍ନ ୨ଟା ୩୦ ରେ ରାଜ୍ୟରେ କୋଭିଡ ସ୍ଥିତି ନେଇ ଆକ୍ସନ ପ୍ଲାନ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ୱର : ରାଜ୍ୟ ସରକାର ଲାଗୁ କରିିଥିବା ଲକ୍‌ଡାଉନ୍‌ ଅବଧି ଶେଷ ହେବାକୁ ଯାଉଛି I ଆଗକୁ ରାଜ୍ୟରେ ତାଲା ବନ୍ଦ ବଢ଼ିବ ନା ନାହିଁ ତା’ଉପରେ ସାରା ରାଜ୍ୟର ନଜର ଥିବା ବେଳେ ଆଜି ଅପରାହ୍ନ ୨ଟା ୩୦ରେ ଆକ୍ସନ ପ୍ଲାନ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜୁଲାଇ ୧୬ ପରବର୍ତ୍ତି ଗାଇଡ଼ଲାଇନ ନେଇ ଦେଇପାରନ୍ତି ଗୁରୁତ୍ବପୂର୍ଣ୍ଣ ସୂଚନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ । ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More