ସୁରେଶ ମହାପାତ୍ର ହେଲେ ଓଇଆରସିର ନୂଆ ଅଧକ୍ଷ |

0

ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଅଧକ୍ଷ ପଦ ଦୀର୍ଘ ୧୬ ମାସ ଧରି ଖାଲି ପଡିବା ପରେ ଓଇଆରସିର ଅଧକ୍ଷ ପଦ ଆଜି ରାଜ୍ୟସରକାର ପୂରଣ କରିଛନ୍ତି | ଏଠାରେ ପ୍ରକାଶ ଥାଉକି, ୧୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ବିଭାଗର ସମସ୍ତ କମ୍ପାନୀ ତାଙ୍କର ବାର୍ଷିକ ଟାରିଫ ବୃଦ୍ଧି ସଂକ୍ରାନ୍ତୀୟ ମାମଲାର ଜନଶୁଣାଣୀ ସମୟରେ ଉପୋଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀଙ୍କ ସମେତ ବିଭିନ୍ନ ଉପୋଭୋକ୍ତା ମହାସଂଘର ପ୍ରତିନିଧିମାନେ ସରକାରଙ୍କ ବିରୁଦ୍ଧରେ ସ୍ଵରଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଓଇଆରସି ଅଧକ୍ଷ ଦାବି ପୂରଣ କରିବା ପାଇଁ ଦାବି କରିଆସୁଥିଲେ | ଶେଷରେ ରାଜ୍ୟ ସରକାର ପୂର୍ବତ୍ତନ ଚିଫ ସେକ୍ରେଟାରୀ ସୁରେଶ ମହାପାତ୍ରଙ୍କୁ ଓଇଆରସିର ଅଧକ୍ଷ ପଦ ନିଯୁକ୍ତି କରିଥିବାରୁ ଉପୋଭୋକ୍ତା ମହାସଂଘ ତରଫରୁ ଏହାକୁ ସ୍ୱାଗତ କରାଯାଇଛି |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More