କଂଗ୍ରେସର ପରିଚାଳନା ନେଇ ବିଧାୟକ ସୁରେଶ ରାଉତରାୟଙ୍କ ବିସ୍ଫୋରକ ବୟାନ : PCC ଓ AICC ମଧ୍ୟରେ ସମନ୍ୱୟ ନାହିଁ

0

ଭୁବନେଶ୍ୱର : କଂଗ୍ରେସର ପରିଚାଳନା ନେଇ ବିଧାୟକ ସୁରେଶ ରାଉତରାୟଙ୍କ ବିସ୍ଫୋରକ ବୟାନ I PCC ଓ AICC ମଧ୍ୟରେ ସମନ୍ୱୟ ନାହିଁ । ଯେଉଁଥି ପାଇଁ ମତଭେଦ ହେଉଛି । ଏଠି PCC ସଭାପତି ଗୋଟେ ଗୋଷ୍ଠୀ ସହ ଆଲୋଚନ କରୁଛନ୍ତି । ସେପଟେ AICC ଅଲଗା ଆଲୋଚନା କରୁଛି । ଦଳର କ୍ଷତି ହେଉଛି । ଏଥିପାଇଁ ଗତକାଲି ସମସ୍ୟା ହେଲା । ଏ ସମନ୍ୱୟ ଅଭାବ ସମ୍ପର୍କରେ ଆମେ ରାହୁଲ ଗାନ୍ଧୀଙ୍କୁ ଜାଣିବୁ ଏମାନଙ୍କ ପରମ୍ପରା ଯେ ଯିଏ ସଭାପତି ହେବ, ଦିଲ୍ଲୀ ଯାଇ ଗୋଟିଏ ଗୋଷ୍ଠୀ ବିରୋଧ କରିବେ । ଦଳରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦରକାର । ଏମାନେ ବହୁତ ଦିନ ରହିଗଲେଣି । ଯାହାକୁ ସଭାପତି କରାଯିବ, ସମର୍ଥନ କରିବୁ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More