୩୧ ବର୍ଷ ସଜା କାଟିବା ପରେ ମୁକ୍ତି ପାଇବେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ |

ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

0

ରାଜୀବ ଗାନ୍ଧିଙ୍କ ହତ୍ୟାକାରୀକୁ ମୁକ୍ତି ନିର୍ଦ୍ଦେଶ । ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ୩୧ ବର୍ଷ ଜେଲ୍ କାଟିବା ପରେ ଏବେ ମୁକ୍ତି ପାଇବେ ପେରାରିଭାଲାନ । ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିଲେ ପେରାରିଭାଲାନ । ହେଲେ ଏବେ ପେରାରିଭାଲାନକୁ ମୁକ୍ତି କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More