ବକ୍ସ ଅଫିସରେ ଧମାଲ ମଚାଉଛି ‘ସୁପର-୩୦’

0

ହ୍ରିତିକ୍‌ ରୋଶନ ଏବଂ ମୃଣାଲ ଠାକୁରଙ୍କ ସୁପର-୩୦ ବକ୍ସ ଅଫିସରେ ଧମାଲ ମଚାଉଛି । ମିଳିଥିବା ସୂଚନା ଆଧାରରେ ରିଲିଜ ହେବାର ୪ଦିନ ମଧ୍ୟରେ ଏହି ସୁପରହିତ ଫିଲ୍ମି ରେକର୍ଡ ୯୯କୋଟି ଟଙ୍କା ଆୟ କରିସାରିଲେଣି । ସିନେକ୍ରିଟିକ୍ ତରୁଣ ଆଦର୍ଶଙ୍କ ତଥ୍ୟ ଅନୁସାରେ, ଏହି ଫିଲ୍ମ ପ୍ରଥମ ଦିନ ଶୁକ୍ରବାର ୧୨ କୋଟି, ଦ୍ୱିତୀୟ ଦିନରେ ୧୮କୋଟି ଓ ତୃତୀୟ ଦିନରେ ୨୦.୫୦କୋଟି ଟଙ୍କା ଆୟ କରିଥିଲା । ସିନେମାର କାହାଣୀ ବିହାରର ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More