ସତର୍କ ରୁହ, ନହେଲେ ନିଆଁ ପରି ବାତିଯିବ କରୋନା : ସୁବ୍ରତ ବାଗ୍‌ଚୀ

0

ଭୁବନେଶ୍ୱର : ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀରେ ସାମିଲ ହୋଇଥିଲେ ଓଡ଼ିଶାର ୧୫ ଜଣ I ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ଠାବ କରାଯାଇଛି ।
ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ଓ ସେମାନଙ୍କ ପରିବାରକୁ ନିରୀକ୍ଷଣରେ ରଖାଯାଇଛି । ଅନ୍ୟମାନଙ୍କୁ ବି ଠାବ କରାଯାଉଥିବା ସୂଚନା ଦେଇଛନ୍ତି ସୁବ୍ରତ ବାଗ୍‌ଚୀ I ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀରେ ଥିବା ୩୫ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More