ଟିକଟକ ରେ ଭାଇରଲ ହେଲା ଶ୍ରୀମନ୍ଦିର ବେଢା ଭିତର ର ଭିଡ଼ିଓ

0

ପୁରୀ : ପୁଣି ଭାଇରଲ ହୋଇଛି ପୁରୀ ଶ୍ରୀମନ୍ଦିର ବେଢା ଭିତରର ଭିଡିଓ I ଏହି ଭିଡିଓଟିକୁ ଜଣେ ଯୁବତୀ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି I ବେଢା ଭିତର ଭୋଗ ମଣ୍ଡପ ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ I ଭାଇରଲ ନେଇ କୌଣସି ଏତଲା ହୋଇନଥିବା ସୂଚନା ମିଳୁଛି I ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ସେବାୟତ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More