ବିଶ୍ୱସ୍ତରୀୟ ମିସ ଏସିଆ ପେସିଫିକ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଭାଗନେବେ ଏକମାତ୍ର ଓଡିଆ ଝିଅ ସୋନିକା ରାୟ । ଫିଲିପାଇନ୍ସରେ ଏହି ପ୍ରିଯୋଗୀତା ଆୟୋଜିତ ହେବ । ନଭେମ୍ବର ୨୯ ତାରିଖରେ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ହେବ । ସୋନିକା ବିଦେଶ ଯିବା ଆଗରୁ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ।
2018 powered by wordpress copyright Odisha update