ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବ କଂଗ୍ରେସ : ସୋନିଆ ଗାନ୍ଧୀ

0

ଭୁବନେଶ୍ୱର : ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସାହାଯ୍ୟ କରିବ କଂଗ୍ରେସ । ପ୍ରବାସୀ ଶ୍ରମିକଙ୍କ ରେଳ ଭଡା ଖର୍ଚ୍ଚ ବହନ କରିବ କଂଗ୍ରେସ । ସବୁ ପ୍ରଦେଶର ପ୍ରଦେଶ କମିଟି ବହନ କରିବ ରେଳ ଭଡା ଖର୍ଚ୍ଚ । ଶ୍ରମିକଙ୍କୁ ସାହାଯ୍ୟ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଘୋଷଣା । ଏଥିସହ ଆବଶ୍ୟକୀୟ ପଦକ୍ଷପ ନେବାକୁ ମଧ୍ୟ ସୋନିଆଙ୍କ ନିର୍ଦେଶ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More