ସଫଳତାର ଶୀର୍ଷରେ ରାନୁ ମଣ୍ଡଳ : ହିମେସ, ଅକ୍ଷୟଙ୍କପରେ ପୁଣିଥରେ ସୁଯୋଗ ଦେଲେ ହିମେସ

0

ହାତୀ ସୁନାକଳସ ଢାଳିଛି ପଶ୍ଚିମବଙ୍ଗର ରାନାଘାଟ ରେଲୱେ ଷ୍ଟେସନରେ ଗୀତଗାଇ ସୋସିଆଲ ମିଡିଆର ସୁପର୍‌ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କ ମୁଣ୍ଡରେ । ନିକଟରେ ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍‌ଡି ଆଣ୍ଡ୍‌ ହୀର୍‌’ରେ ‘ତେରୀ ମେରୀ କାହାନୀ’ ଗୀତ ଗାଈ ବଲିଉଡରେ ଏଣ୍ଟ୍ରି କରିଛନ୍ତି ରାନୁ । ଏହି ଗୀତଟିର ରେକର୍ଡିଂ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସଫଳତା ପିଛା ଛାଡୁନାହିଁ ଏହି ଗୀତିକାରଙ୍କର ।
ରାନୁଙ୍କୁ ବଲିଉଡର ଦବଙ୍ଗ ସଲ୍ମାନ ଖାଁ ୫୫ଲକ୍ଷ ତାଙ୍କର ଏକ ଫ୍ଲାଟ ଦେବାପାଇଁ ଘୋଷଣା କରିଥିବା ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଆଉ ଖିଲାଡୀ ଅକ୍ଷୟ କୁମାର ମଧ୍ୟ ରାନୁଙ୍କୁ ତାଙ୍କ ପରବର୍ତୀ ଫିଲ୍ମିରେ ଗୀତ ଗାଇବାପାଇଁ କହିସାରିଛନ୍ତି । ‘ତେରୀ ମେରୀ କାହାନୀ’ର ସଫଳତା ପରେ ହିମେସ ସେହି ଫିଲ୍ମିର ଆଉ ଏକ ଗୀତ ରାନୁଙ୍କୁ ଗାଇବାକୁ ସୁଯୋଗ ଦେଇଥିବା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More