ରାଜ୍ୟରେ ବଢିଛି SC-ST ଛାତ୍ରଛାତ୍ରୀଙ୍କ ସ୍ଵାକ୍ଷରତା ହାର : SC -ST ବିକାଶ ମନ୍ତ୍ରୀ ଜଗନ୍ନାଥ ସରକା

0

ଭୁବନେଶ୍ୱର : ରାଜ୍ୟରେ SC-ST ଛାତ୍ରଛାତ୍ରୀଙ୍କ ପାଇଁ 700ଟି ଆଶ୍ରମ ସ୍କୁଲ I 501 ସେବାଶ୍ରମ , 27 ଏକଲବ୍ୟ ମଡେଲ ସ୍କୁଲ I 10 କଳିଙ୍ଗ ଆବାସିକ ସ୍କୁଲ ଥିବା ଗୃହରେ ଉତ୍ତର ରଖିଛନ୍ତି SC -ST ବିକାଶ ମନ୍ତ୍ରୀ ଜଗନ୍ନାଥ ସରକା । 422 ଉଚ୍ଚବିଦ୍ୟାଳୟରୁ 62କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯାଇଛି । 7.50 % ପିଲାଙ୍କୁ ବୃତ୍ତି ଦିଆଯାଉଛି । 19ଟି ଜିଲ୍ଲାରେ ସ୍ୱାକ୍ଷରତା କମ ଥିବାରୁ ସଂଯୋଜକ ଓ ପ୍ରେରକ ନିଯୁକ୍ତି ଦିଆଯାଇଛି । ଆମ କଥା ଓ ଭାରତ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଜରିଆରେ SC -ST ଛାତ୍ରଛାତ୍ରୀଙ୍କୁ ସ୍ୱାକ୍ଷର କରାଯାଉଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More