ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହେବ ପରୀକ୍ଷା : ସମୀର ରଞ୍ଜନ ଦାଶ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି I ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହେବ ପରୀକ୍ଷା I ଏଥିରେ କୃତକାର୍ଯ୍ୟ ହେଲେ ଦ୍ଵିତୀୟ ବର୍ଷକୁ ଯାଇ ହେବ। ନଚେତ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ। ଏନେଇ ନିଷ୍ପତ୍ତି ହୋଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପ୍ରଥମ ବର୍ଷରେ ଫୈଲ ଥିବା ଛାତ୍ର ଛାତ୍ରୀ ମେ 2ୟ ସପ୍ତାହ ରେ ଆଉ ଥରେ ପରୀକ୍ଷା ଦେବେ ।
ଚଳିତ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ । ଦ୍ୱିତୀୟ ବର୍ଷକୁ ଯିବାଲାଗି 33ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ I ଫେବୃଆରୀ ୧୫ ରୁ 29 ଯାଏଁ ପ୍ରଥମ ସୁଯୋଗ ପରୀକ୍ଷା I 33ପ୍ରତିଶତ ରୁ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କର ରିମ୍ଡିଆଲ୍ କ୍ଲାସ୍ କରାଯିବ I ଏବଂ ଦ୍ୱିତୀୟ ସୁଯୋଗ ଭାବେ ମେ ଶେଷ ସପ୍ତାହରେ କରାଯିବ ପରୀକ୍ଷା I ଦ୍ୱିତୀୟ ବର୍ଷ ଡାଞ୍ଚାରେ ପ୍ରଥମ ବର୍ଷ ପରୀକ୍ଷା ହେବ I କଲେଜ ଗୁଡିକ ପ୍ରଥମ ବର୍ଷ ପରୀକ୍ଷା ରେଜଲଟକୁ ଉଚ୍ଚ ମାଧ୍ୟମିକଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More