ହେବନି ରୁକୁଣା ରଥ ଯାତ୍ରା

0

ଭୁବନେଶ୍ୱର : ରୁକୁଣା ରଥ ବନ୍ଦ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ସୁର ରାଉତରାୟ । ବହୁ ପୁରାତନ କାଳ ରୁ ରୁକୁଣା ରଥ ଗଡ଼ିବା ପରମ୍ପରା ରହି ଆସିଛି । ଏହା ଲୋକଙ୍କ ଭାବାବେଗ ସହ ଜଡିତ । ତେଣୁ କମ ଲୋକରେ ରୁକୁଣା ରଥଯାତ୍ରା ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଲେ ସୁର ରାଉତରାୟ । ମୁଖ୍ୟ ଶାସନ ସଚିବ ପ୍ରସ୍ତାବ କୁ ଗ୍ରହଣ ନକରିବାରୁ ଆମେ ମର୍ମାହତ । ବିଧାୟକ ସୁର ରାଉତରାୟ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More