ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିରିଆ Ambassador ରିଆଦ କାମେଲ ଆବାସ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସିରିଆ ambassador ରିଆଦ କାମେଲ ଆବାସ । ମୁଁ ତାଙ୍କୁ ଭେଟି ନିଜକୁ ସମ୍ମାନିତ ମନେ କରୁଛି । ଆମକୁ କୀଟ ଡାକିଥିଲେ । ସେଠାରେ ୩୦ ହଜାର ଆଦିବାସୀ ପିଲା ପାଠ ପଢୁଛନ୍ତି । ତାକୁ ଦେଖି ଭଲ ଲାଗିଲା । ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି ଗରିବଙ୍କ ପାଇଁ । ଇରାନ ଓ ଆମେରିକା ଯୁଦ୍ଧ ସମ୍ପର୍କରେ ବି କହିଲେ ଇଯେଉଁଠି ଆମେରିକା ଅଛି, ସେଠି ବିପଦ ଅଛି। ତାଙ୍କୁ କିଏ ଡାକିଥିଲା। ସେମାନଙ୍କ middle east ପାଇଁ ପଲିସି ଓ ପ୍ରୋଗ୍ରାମ ଫେଲ ମରିଛି। କାରଣ ଆମେରିକା କାହକୁ ନେଇକି ଚାଲୁନି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More