ଆଜି ହେଉଛି ପବିତ୍ର ରଥଯାତ୍ରା ୨୦୨୧ : ରଥଯାତ୍ରା ଉପଲକ୍ଷେ ଓଡିଶା ଅପଡେଟର ଅଗଣିତ ପାଠକଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା

0

ଆଜି ହେଉଛି ପବିତ୍ର ପବିତ୍ର ରଥଯାତ୍ରା ୨୦୨୧ । ଏହି ପବିତ୍ର ରଥଯାତ୍ରା ଅବସରରେ ଓଡିଶା ଅପଡେଟ,ଲୋକାଶକ୍ତି TV ଓ ଲୋକାଶକ୍ତି ନ୍ୟୁଜ ପେପରର ମୁଖ୍ୟ ସମ୍ପାଦକ ରମେଶ ଶତପଥୀ ଅଗଣିତ ପାଠକଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ ମହାମାରୀ କରୋନାର କଠିନ ସମୟ ଶ୍ରୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଉ ବୋଲି ସେ ପାର୍ଥନା କରିଛନ୍ତି I

ରମେଶ ଶତପଥୀ
ମୁଖ୍ୟ ସମ୍ପାଦକ
ଓଡିଶା ଅପଡେଟ I ଜୟ ଜଗନ୍ନାଥ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More