୧ ମାସ ପର୍ଯ୍ୟନ୍ତ ଅତ୍ୟାବସ୍ୟକ ସାମଗ୍ରୀ ମହଜୁଦ ଅଛି : ଯୋଗଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତପ ସ୍ୱାଇଁ

0

ଭୁବନେଶ୍ୱର : ଯୋଗାଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ନେଇ ଯୋଗଣ ବିଭାଗର ତଟପରତା । 30 ପ୍ରତିଶତ ହିତାଧିକାରୀଙ୍କ ଘରେ pds ସାମଗ୍ରୀ ପହଂଚିଲାଣି । 10 ଦିନ ଭିତରେ ସବୁ ହିତାଧିକାରୀ ଘରେ pds ପହଂଚିବା । ପରେ ପୁଣି 2ୟ ପର୍ଯ୍ୟାୟ ଆରମ୍ଭ ହେବ । ମାସେ ଯାଏଁ ଆମ ପାଖରେ ଅତ୍ୟାବସ୍ୟକ ସାମଗ୍ରୀ ମହଜୁଦ ଅଛି । କଲା ବଜାରୀ ଉପରେ ବିଭାଗ ନଜର ରଖିଛି । ଏଭଳି ବିପର୍ଯ୍ୟୟ ସମୟରେ ସମବାୟ ବିଭାଗ ର କୋପରେଟିଭ ସଂସ୍ଥା cmrf କୁ ସହାୟତା ଦେଇଛନ୍ତି । କଟକ central କୋପରେଟିଭ ସଂସ୍ଥା 5 କୋଟି 3 ଲକ୍ଷ ,ଭବାନୀପାଟଣା କୋପରେଟିଭ ସଂସ୍ଥା 5 ଲକ୍ଷ ଓ ବଲାଙ୍ଗୀର କୋପରେଟିଭ ସଂସ୍ଥା 5 ଲକ୍ଷ ଦେଇଛନ୍ତି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More