ରମାଦେବୀରୁ ଅଲଗା ହେବ ପ୍ଲସ-୨ କଲେଜ

0

ରମାଦେବୀ ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ରମାଦେବୀ +୨ କଲେଜ । ଏ ନେଇ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଦା ମିଶ୍ର ସୂଚନା ଦେଇଛନ୍ତି । ରମାଦେବୀ ପରିସରରୁ ହଟି ଜୁନିଅର କଲେଜ ୟୁନିଟ-୯ ସ୍ଥିତ ବାଳିକା ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବାକୁ ସ୍ଥିର ହୋଇଥିବା ସେ କହିଛନ୍ତି ।

ଏଥିପାଇଁ ହାଇସ୍କୁଲ ପରିସରରେ ତିନି ଏକର ଜମି ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More