ରାଜ୍ୟସଭା ନିର୍ବାଚନ : ସୁଜିତ ଧନୀ, ମମତା ଗରିବ ..

0

ଭୁବନେଶ୍ୱର: ଚାରି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ଚାରିଜଣ ପ୍ରାଥୀ । ସେମାନେ ଦେଇଥିବା ନିର୍ବାଚନ ସତ୍ୟପାଠରେ କାହାର କେତେ ସମ୍ପତ୍ତି ତାଲିକା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି । ନଜର ପକାନ୍ତୁ କାହାର ସମ୍ପତ୍ତି କେତେ କ୍ଷ

ସୁବାସ ସିଂହ : ସମ୍ପତି ମୂଲ୍ୟ ୨୩ ଲକ୍ଷ ୩୭ ହଜାର ୧୮୭ ଟଙ୍କା କ୍ଷ ସୁବାସ ସିଂହ ନାଁରେ ୧୧ ଟି ଅପରାଧିକ ମାମଲା ଅଛି ୭ ଲକ୍ଷ ୨୫ ହଜାର ର ଘର ଅଛି କ୍ଷ ଶିକ୍ଷଗତ ଯୋଗ୍ୟତା:- ରାଜନୀତି ବିଜ୍ଞାନ ରୁ ଗ.ଇ ପାସ କରିବା ସହ ଓକିଲାତି ପାସ କରିଛନ୍ତି ୧୯୮୬ ମସିହାରେ ।

ମୁନା ଖାଁ : ସମ୍ପତି ୩୨ ଲକ୍ଷ ୯୫ ହଜାର ୫୭୬ ଟଙ୍କା ଥିବାବେଳେ , ଐକ୍ଟଦ୍ଭୟବ ମସଗ୍ଧଚ୍ଚ ଗାଡ଼ି ଅଛି, ଡାକ ଘରେ ୨ ଲକ୍ଷ ୩୬ ହଜାର ୮୬୬ ଜମା ଅଛି, ୧୪ ଲକ୍ଷ ଲୋନ ଅଛି, ୨୨ଲକ୍ଷ ୫୦ ହାଜର । ସମ, ୨୪ ଲକ୍ଷ ସ୍ୱାସ୍ତ୍ୟ ବୀମା ଅଛି।ଜମି ଅସ୍ଥାବର ୧ କୋଟି ୬୦ ଲକ୍ଷ ୩୯୦ ଅଛି କ୍ଷ ଶିକ୍ଷା ଗତ ଯୋଗ୍ୟତା- ଆନ୍ଦ୍ର ଙ୍କଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚରୁ ୧୯୮୩ ରେ ମାଟ୍ରିକ ପାସ କରିଛନ୍ତି ।

ସୁଜିତ କୁମାର :-
୧ କୋଟି ୧୦ ଲକ୍ଷ ୯ ହଜାର ୨୩୦ ସମ୍ପତ୍ତି ଥିବାବେଳେ ତାଙ୍କ ସ୍ତ୍ରୀଙ୍କ ନାଁରେ ରହିଛି ୨୬ ଲକ୍ଷ ୬୯ ହଜାର ୧୮୦ ଟଙ୍କାର ସମ୍ପତ୍ତି କ୍ଷ ଭୁବନେଶ୍ୱରରେ ଧଉଳି ନଗର ଠାରେ ଜାଗା ଅଛି କ୍ଷ ସୁଜିତ କୁମାରଙ୍କ ମୋଟ ସ୍ଥାବର ସମ୍ପତି ମୂଲ୍ୟ ୭୮ ଲକ୍ଷ ୩୦ ହଜାର ।ସ୍ତ୍ରୀଙ୍କ ସ୍ଥାବର ସମ୍ପତି ମୂଲ୍ୟ ୭୪ ଲକ୍ଷ ୪୬ ହଜାର ମୋଟ ଋଣ ରହିଛି ୭୪ ଲକ୍ଷ ୯୪ ହଜାର ୩୮୨ ଟଙ୍କା କ୍ଷ ୭ଟି କମ୍ପାନି ରେ ସୁଜିତ କୁମାରଙ୍କ ୫୧ ଲକ୍ଷ ୫୩ ହଜାର ସଦ୍ଭଙ୍ଖରଗ୍ଦଗ୍ଧଜ୍ଞରଦ୍ଭଗ୍ଧ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More