ପାକିସ୍ତାନର ମୁକାବିଲା ପାଇଁ ସଜାଗ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ପରାମର୍ଶ

0

ଭାରତ ସରକାର ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଉଛେଦ କରିବା ପରେ ଏହାକୁ ସହଜରେ ହଜମ କରିପାରୁନାହିଁ ପଡୋଶୀ ଦେଶ ପାକିସ୍ତାନ । କାଶ୍ମୀର ସମସ୍ୟାକୁ ଆନ୍ତର୍ଜାତୀୟ କରଣ କରିବା ପାଇଁ ପାକିସ୍ତାନର ଇମ୍ରାନ ଖାଁ ସରକାର ଯେତେ ଚେଷ୍ଟା ପ୍ରଚେଷ୍ଟା କଲେ ମଧ୍ୟ ତାର କୋୖଣସି ସୁଫଳ ମିଳିଲା ନାହିଁ I ଶେଷରେ ହତାଶ ହୋଇ ଆତଙ୍କବାଦକୁ ରାଷ୍ଟ୍ରନୀତି କରିଛି ପାକିସ୍ତାନ I ସେଥିପାଇଁ ଆଗାମୀ ଦିନରେ ତାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାହାରତୀୟ ସେନାରେ ସାମିଲ ହେବଙ୍କୁ ଯାଉଥିବା କ୍ୟାଡେଟ ମାନଙ୍କୁ ପରାମର୍ଶ ଦେଇଛନ୍ତି ଇ
ଶନିବାର ଡେରାଡୁନ ସ୍ଥିତ ଭାରତୀୟ ସାମରିକ ଏକାଡେମି(IMA) ର ୧୪୨ ତମ ପାସିଂ ଆଉଟ ପ୍ୟାରେଡ଼ରେ ଅଂଶଗ୍ରହଣ କରିବା ଅବସରରେ ରାଜନର୍ଥ ସିଂ ପାକିସ୍ତାନକୁ ଟାର୍ଗେଟ କରିଥିଲେ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More