କାଲିଠୁ ଗଡିବ ଟ୍ରେନ : ଆଜିଠୁ ଟିକେଟ ବୁକିଂ

0

ଭୁବନେଶ୍ୱର : କାଲିଠୁ ପ୍ରାଥମିକ ପର୍ଯ୍ୟାୟରେ ଦେଶରେ ଗଡିବ ଟ୍ରେନ । ଟ୍ରେନ ଯାତ୍ରା ପାଇଁ ଆଜିଠୁ ବୁକ କରିହେବ ଟିକେଟ । ଆଜି ଅପରାହ୍ନ ୪ଟାରୁ ଟିକେଟ ବୁକ କରିପାରିବେ ଯାତ୍ରୀ । IRCTC ୱେବସାଇଟରେ ବୁକ କରିହେବ ଟିକେଟ । ପ୍ରାରମ୍ଭିକ ପର୍ଯ୍ୟାୟରେ ଚଳାଚଳ କରିବା ୧୫ ଯୋଡ଼ା ଟ୍ରେନ । କାଲିଠୁ ଦିଲ୍ଲୀରୁ ୧୫ ସହରକୁ ଗଡ଼ିବା ଟ୍ରେନ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More