ଶାମୁକା ପ୍ରକଳ୍ପକୁ ଅନୁମୋଦନ

0

ଭୁବନେଶ୍ୱର : ସଂଶୋଧିତ ଶାମୁକା ପ୍ରକଳ୍ପକୁ ଅନୁମୋଦନ କଲା ଉଚ୍ଚସ୍ତରୀୟ କମିଟି l ଆଜି ଶାମୁକା ପ୍ରକଳ୍ପର ଅଗ୍ରଗତି ନେଇ ହୋଇଥିଲା ସମୀକ୍ଷା ବୈଠକ l ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ l ବୈଠକ ପରେ ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କ ସୂଚନା-ପୁରୀର ସିପ ସରୁବାଲିରେ ହେବ ଶାମୁକା ପ୍ରକଳ୍ପ l ଏଥିପାଇଁ ଇଡ଼କୋ ଅଧିଗ୍ରହଣ କରିଛି ୯୭୨ ଏକର ଜମି l ଶାମୁକା ପ୍ରକଳ୍ପରେ ରହିବ ବଡ ବଡ ହୋଟେଲ, ସ୍ଫଆ, ମ୍ୟୁଜିୟମ, ବାସଗୃହ ପ୍ରକଳ୍ପ l ଆସନ୍ତା 4ମାସ ଭିତରେ ପ୍ରକଳ୍ପ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ l 3ରୁ 5 ବର୍ଷ ଭିତରେ ପ୍ରକଳ୍ପ ଶେଷ ହେବାର ଲକ୍ଷ ରଖାଯାଇଛି l

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More