ଆଜିଠୁ ପଂଚୁକ : ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

0

ଭୁବନେଶ୍ୱର : ଧର୍ମର ମାସ କାର୍ତ୍ତିକ । ଆଜି ହେଉଛି ପବିତ୍ର ପଂଚୁକ । ଏଥିଲାଗି ସବୁଠି ଭକ୍ତିମୟ ପରିବେଶ । ପଂଚୁକରେ ମହାପ୍ରଭୃଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ପଂଚୁକ ୫ ଦିନ ପୁରୀରେ ମହାପ୍ରଭୃ ବିଭିନ୍ନ ରୂପରେ ଦର୍ଶନ ଦେବେ ଭକ୍ତଙ୍କୁ । ପଂଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣମା । କାର୍ତ୍ତିକ ଧର୍ମର ମାସ ହୋଇଥିବାରୁ ଲୋକେମାନେ ନିରାମିଶ ଭୋଜନ କରନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More