ମହିଳା ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ଆଇନ୍ ମନ୍ତ୍ରୀ ପ୍ରତାପ ଜେନା

0

ଭୁବନେଶ୍ୱର : ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବ ୪୫ ନୂଆ ଫାଷ୍ଟ ଟ୍ରାକ କୋର୍ଟ । କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ପାଇଁ କାମ କରିବ ୨୧ଟି କୋର୍ଟ । ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋକ୍ସୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବ । ହାଇକୋର୍ଟ ରେ ଫଇସଲା ନ ହୋଇ ପଡିରହିଥିବା ମାମଲା ଉପରେ ପ୍ରତିକ୍ରିୟା.. ହାଇକୋର୍ଟରେ ବର୍ତ୍ତମାନ ୧୪ ବିଚାରପତି ପଦବୀ ଖାଲି ଅଛି । ଆମେ ଚାହୁଁଛୁ ଏହା ତୁରନ୍ତ ପୂରଣ ହେଉ ଫଳରେ ଲୋକଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More