ରାଜ୍ୟପାଳଙ୍କ ଅଭିବାଦନକୁ ସମର୍ଥନ କଲେ ସରକାରୀ ଦଳ ମୁଖ ସଚେତକ ପ୍ରମିଳା ମଲ୍ଲିକ

0

ଭୁବନେଶ୍ୱର : ଗୃହ ଭିତରେ ରାଜ୍ୟପାଳଙ୍କ ଅଭିବାଦନକୁ ସମର୍ଥନ କଲେ ସରକାରୀ ଦଳ ମୁଖ ସଚେତକ ପ୍ରମିଳା ମଲ୍ଲିକ I ମୋ ସରକାର ଜରିଆରେ ସାଧାରଣ ଲୋକଙ୍କୁ ସୁବିଧା ମିଳୁଥିବା କଥା ରାଜ୍ୟପାଳ କହିଛନ୍ତି । ହସ୍ପିଟାଲରେ ରୋଗୀ ଭଲ ସେବା ପାଇଛି। ଶିକ୍ଷା, କୃଷି, ମହିଳା ଓ ଶିଶୁ କଲ୍ୟାଣ, ଯୋଗାଣ ବିଭାଗ ଓ ଅନ୍ୟାନ୍ୟ ବିଭାଗ ବି ଚଳଚଂଚଳ ହୋଇଛି । ଯେଉଁ ବିଶ୍ୱାସରେ ଲୋକ ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ସରକାରଙ୍କୁ ଭୋଟ ଦେଇଛି, ତାହା 5T ମାଧ୍ୟମରେ ଆହୁରି ତ୍ୱରାନ୍ୱିତ ହୋଇଛି । ଜଣେ ବିଜ୍ଞ IAS ଅଫିସରଙ୍କୁ 5T ସଚିବ କରାଯାଇଛି । କିଛି ବିଜ୍ଞ ଲୋକଙ୍କୁ ନେଇ ଏହି କମିଟି ଗଠନ ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More