ମହାରଥୀଙ୍କ ଝିଅଙ୍କୁ ବାହା ହେବେ ଅର୍ଦ୍ଧେନ୍ଦୁ : ସୋସିଆଲ ମିଡିଆରେ ଫଟୋ ଭାଇରଲ

0

ଭୁବନେଶ୍ୱର : ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀଙ୍କୁ ବାହା ହେବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ । ସେମାନଙ୍କ ନିର୍ବନ୍ଧ ବି ସରିଯାଇଛି । ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ୟ୍ୟ ସମ୍ପନ୍ନ ହୋଇଛି । ଆଉ ସୋସିଆଲ ମିଡିଆରେ ସେମାନଙ୍କ ଏନଗେଜମେଣ୍ଟ ଫଟୋ ଭାଇରାଲ୍ ହେଉଛି । ବିବାହ ତାରିଖ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଫେବ୍ରୁଆରୀ ୧୪ ତାରିଖରେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବିବାହ କରିପାରନ୍ତି ବୋଲି କୁହାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More