ରାଜ୍ୟ ବାହାରେ ଫସି ରହିଛନ୍ତି ୧ ଲକ୍ଷ ୫୦ ହଜାର ପ୍ରବାସୀ ଓଡ଼ିଆ

0

ଭୁବନେଶ୍ୱର : ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ନେଇ ସମୀକ୍ଷା ବବୈଠକ ପରେ ଗୃହ ସଚିବଙ୍କ ସୂଚନା । 5 ହଜାର 200 କଲ କଂଟ୍ରୋଲ ରୁମକୁ ଆସିଛି । 100 ରୁ ଅଧିକ ଲୋକଙ୍କ ପାଖରେ ପହଂଚି ଛି ପ୍ରଶାସନ । 40 ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଂଚିଛି । 1 ଲକ୍ଷ 50 ହାଜର ଲୋକ ରାଜ୍ୟ ବାହାରେ ଅଛନ୍ତି । ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ ପ୍ରସାଶନ କାର୍ଯ୍ୟ ଜାରି ରଖିଛି । 100ରୁ ଅଧିକ ଏକତ୍ରିତ ଥିବା 230ଟି ଓଡ଼ିଆ ଗ୍ରୁପ ଚିହ୍ନଟ ହୋଇଛି । ଦିଲ୍ଲୀ, ncr ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଅଛନ୍ତି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More