ରାଜ୍ୟପାଳ ଅଭିବାଦନ ଦେବା ସମୟରେ କଂଗ୍ରେସର ବିରୋଧ

0

ଭୁବନେଶ୍ୱର : ସରକାରୀ ଦଳ ମୁଖ୍ୟ ସଚେତକ ରାଜ୍ୟପାଳଙ୍କ ଅଭିବାଦନକୁ ସମର୍ଥନ ଦେବା ସମୟରେ Point of Order ଆଣିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଏହି ସମୟରେ କାହିଁକି ଅଫିସର ଗ୍ୟାଲେରୀରେ ଅଧିକାରୀ ଉପସ୍ଥିତ ନାହାନ୍ତି ବୋଲି ପ୍ରଶ୍ନ କରି ଗୃହ ମଧ୍ୟ ଭାଗରେ ଦଳ ହାଟଗୋଲ କରୁଛି । ତେବେ କଂଗ୍ରେସର ବିରୋଧକୁ ଗଣମାଧ୍ୟମରେ ପରିବେଷଣ ନ କରିବାକୁ ରୁଲିଂ ଦେଲେ ବାଚସ୍ପତି । ଯାହାକୁ ଉଭୟ କଂଗ୍ରେସ ଓ ବିଜେପି ଏକାଠି ବିରୋଧ କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More