ପୃଥିବୀର ଜନମାନସରେ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପରି ସୌଯୋଗ୍ୟ ସନ୍ତାନର ମାଆ ହୀରାବେନଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସଂଗେ ସଂଗେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଉପଭୋକ୍ତା ମହାସଂଘର ସଭାପତି ତଥା ଲୋକଶକ୍ତି ପରିବାରର ମୁଖ୍ୟ ଶ୍ରୀ ରମେଶ ଚନ୍ଦ୍ର ଶତପଥୀ | ଏହା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି |