ସମୃଦ୍ଧ ନବବର୍ଷର କାମନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି କୋବିନ୍ଦ

0

ଇଂରାଜୀ ନବବର୍ଷ ୨୦୧୮ ହେଉ ସମୃଦ୍ଧିର ବର୍ଷ । ଟୁଇଟର ଯୋଗେ ଦେଶବାସୀଙ୍କୁ ଏହି ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉଭୟ ନେତା ଦେଶବାସୀଙ୍କ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ନୂଆବର୍ଷ ହର୍ଷ ଓ ଉଲାସ , ବନ୍ଧୁତା ଏବଂ ସମୃଦ୍ଧି ଆଣୁ ବୋଲି ରାଷ୍ଟ୍ରପତି କୋବିନ୍ଦ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥନା କରିଛନ୍ତି ଯେ ଜାତି ପାଇଁ ନବ ବର୍ଷ ଆନନ୍ଦ ଏବଂ ସମୃଦ୍ଧି ଆଣୁ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More