ଭିଜିଲାନ୍ସ ଜାଲରେ ପିଇଓ

0

ଗ୍ରାମର ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ତ୍ରିନାଥ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସେ ଭବାନୀପାଟଣାର ୨ ପଞ୍ଚାୟତ ଯଥା , କେନ୍ଦୁପାଟି ଓ ବୋରଭଟ୍ଟା ଗ୍ରାମ ପଞ୍ଚାୟତର ପିଇଓ ଅଛନ୍ତି । ଭିଜିଲାନ୍ସ ପକ୍ଷରୁ ତ୍ରିନାଥଙ୍କ ୨ଟି ପଞ୍ଚାୟତ ଅଫିସ୍ ସହ ବାସଭବନରେ ମଧ୍ୟ ଚଢାଉ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More