ପିଟରସନଙ୍କ ମୁହଁ ଚୁପ କରାଇଲେ ବିରାଟ

0

ନୂଆଦିଲ୍ଲୀ : ଟୁଇଟର କମେଣ୍ଟକୁ ନେଇ ସାମ୍ନା ସାମ୍ନା ହେଲେ ହେଲେ ବିରାଟ କୋହଲି ଓ କେଭିନ ପିଟରସନ । ବିରାଟ ଏକ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଥିରେ ପିଟରସନ ନିଜ ଦାଢୀର ଯତ୍ନ ନିଅ ବୋଲି କଟାକ୍ଷ କରିଥିଲେ । ତାର ପ୍ରତିଉତ୍ତରରେ କୋହଲି ତୁମ ଟିକ୍ ଟକ ଭିଡିଓ ଠାରୁ ମୋ ଦାଢ଼ି ଭଲ ଅଛି ବୋଲି କହିଥିଲେ । ତାପରେ ପିଟରସନ ଚୁପ ହୋଇଯାଇଥିଲେ ।
ଏବେ ଲକ୍ ଡାଉନ ପାଇଁ ସବୁ ଖେଳାଳି ଘରେ ସମୟ କାଟୁଛନ୍ତି । ସେଥିପାଇଁ ଘରେ କାଟୁଥିବା ସମୟର ଫୋଟକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । କେତେବେଳେ ବିରାଟ ଡାଇନେସର ଭଙ୍ଗୀରେ ତ ଆଉ କେତେବେଳେ ଅନୁଷ୍କା ତାଙ୍କର ଚୁଟି କାଟୁଥିବା ଚିତ୍ର ସାମାଜିକ ଗଣ ମାଧ୍ୟମରେ ଛାଡ଼ୁଛନ୍ତି । ଅନେକ ଫୋଟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More